ସରି ସରି ଆଉଥିବାର ସିତ୍ ଦିନେ ପଂହତିଆ ପଂହତିଆ ରୁ ଉଠିକରି ଆଘୋ ପ୍ରଭାତ୍ ଫେରି | ତାର ପରେ ଘର କେ ଆସିକରି ନୁଆଁ ମାଟିଆ ପେଂଟ୍ ଆର ଧୋବ୍ ସାର୍ଟ ପିନ୍ଧି କରି ଇସ୍କୁଲ୍ ରେ ହାଜର | ଇସ୍କୁଲ୍ ରେ ପତାକା ଉତ୍ତୋଲନ୍, ହେଡ୍ଆଜ୍ଞାକର ଭାସନ୍, ତାର ପରେ ଲେଫଟ୍ ରାଇଟ୍, କଦମ୍ ତାଲ୍. ଗାଁର ସବୁ ଇସ୍କୁଲ୍ ର ଛୁଆ ମାନକର ସାଂଗେ ମିସି କରି ଗାଁ ପରିକ୍ରମା | ଜଏ ଯବାନ୍ ଜଏ କିସାନ୍, ବନ୍ଦେ ମାତରମ୍, ମାହାତମା ଗାନ୍ଧୀ କି ଜଏ ଆର କେଥନେଇ କେତେ ସ୍ଲୋଗାନ (ଟନ୍ଟୀ ବସଲା ତକ୍) | ତାର ପରେ ପଂଚାୟତ୍ ରେ ସମସ୍ତେ ହାଜର, ଗାଁ ର ସମସ୍ତେ, ଆର ସବୁ ଇସ୍କୁଲ୍ ର ଛୁଆ | ପତାକା ଉତ୍ତୋଲନ, ଭାସନ୍ ବାଜି. ହେଲେ ସବୁନୁ ଜେନ ଜିନିସ୍ କେ ଟାକିଥିସୁଁ ସେଟା ହେଲା "ବୁନ୍ଦି ଦନା".| ଛୁଆ ମାନକର ସାଂଗେ ଧାଡି ରେ ବସି କରି ଦନେ ଦନେ ବୁନ୍ଦି | ବହୁତ୍ ମିଠା | ଆଜି ବି ସେ ମିଠା ସୋର ପଡୁଛେ|
କାହିଁ ଗଲା ସେ ଦିନ ??
ବନ୍ଦେ ମାତରମ୍|
Happy Republic Day.